37.4 C
Bhubaneswar
Saturday, June 13, 2026
Homeଓଡିଶାଗାଧୋଇବା ବେଳେ ଅଘଟଣ: ଦୁଇ ଭାଇଙ୍କ ଜୀବନ ଗଲା

ଗାଧୋଇବା ବେଳେ ଅଘଟଣ: ଦୁଇ ଭାଇଙ୍କ ଜୀବନ ଗଲା

ଭୁବନେଶ୍ୱର: ଚନ୍ଦନପୁର ଜାନକାଦେଇପୂର୍ ରେଳ ବ୍ରିଜ୍ ଥିବା ନଈରେ ବୁଡି ଦୁଇ ଭାଇ ମୃତ ।ଗାଧେଇବା ବେଳେ ବୁଡ଼ି ଯାଇ ଦୁଈ ଭାଇଙ୍କ ଦୁଇ ପୁଅ ମୃତ ହୋଇଥିବା ସୂଚନା। ଚନ୍ଦନ ପୁରରେ ପରିବା ବ୍ୟବସାୟ କରୁଥିବା ଦୁଇ ଭାଇ ବାବୁ ରାୟ ଓ କାବୁ ରାୟ ଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ସୂଚନା ମିଳିଛି ।ମୃତ ନାବାଳକ ଙ୍କ ବୟସ ୧୨ ରୁ ୧୫ ମଧ୍ୟରେ ହେବ ।ମୃତ ନାବାଳକ କେତକୀ ପାଟଣା ବାସିନ୍ଦା ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking