37.4 C
Bhubaneswar
Saturday, June 13, 2026
Homeଓଡିଶାସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟ ଚାଲାଣ କଲା ପୁଲିସ

ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟ ଚାଲାଣ କଲା ପୁଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଚର୍ଚ୍ଚିତ ସରପଂଚ ଚାମେଲି ଓଝାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ ବ୍ଲକ ତିଖିରି ସରପଂଚ ଚାମେଲି ଓଝାଙ୍କୁ ନ୍ୟାୟ ଓ ସରପଞ୍ଚଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କ ଗିରଫ ଦାବି ଜୋର ଧରିଛି। ଆଜି ମହାକାଳପଡା ଥାନା ଘେରାଉ କରିବାକୁ ଯୋଜନା କରିଛି ମହାକାଳପଡ଼ା ସିଭିଲ ସୋସାଇଟି ସଚେତନ ନାଗରିକ ମଂଚ ଓ କଂଗ୍ରେସ। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଥାନା ଭିତରେ ଏବଂ ବାହାରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏପଟେ ସରପଂଚ ଚକମେଲି ଓଝା ଏବେ ବି କେନ୍ଦ୍ରାପଡ଼ାଙ୍କ ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking