33.1 C
Bhubaneswar
Tuesday, April 30, 2024
Homeଓଡିଶାସ୍କୁଲରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଦେଲେ ସ୍ୱାମୀ

ସ୍କୁଲରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଦେଲେ ସ୍ୱାମୀ

ବଲାଙ୍ଗୀର : ବଲାଙ୍ଗିର ଜିଲା ପୁଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାଲାକୁ ମିଳିଛି । ସ୍କୁଲରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ୱାମୀ । ତେବେ ସେ କେଉଁ କାରଣ ପାଇଁ ଏମିତି କଲେ ତାହା ଜଣା ପଡ଼ିନାହିଁ ।

ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀ ପ୍ରଦୀପ ପଣ୍ଡାକୁ ପୋଲିସ କାବୁକରି ଥାନାକୁ ନେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking