29.1 C
Bhubaneswar
Monday, May 6, 2024
Homeକରୋନାଡେଲଟା ଭାରିଏଣ୍ଟକୁ ନେଇ ବଢୁଛି ବିପଦ

ଡେଲଟା ଭାରିଏଣ୍ଟକୁ ନେଇ ବଢୁଛି ବିପଦ

ନୂଆଦିଲ୍ଲୀ: କରୋନା ଡେଲଟା ଭାରିଏଣ୍ଟ ପ୍ରଥମ ଥର ୨୦୨୦ର ଶେଷରେ ଭାରତରେ ପହଂଚିଥିଲା । ଏବେ ଏହି ଭାରିଏଣ୍ଟ ମୁଖ୍ୟ କାରଣ ପାଲଟି ଯାଇଛି ଏବଂ ଅତି କମରେ ୧୧୧ ଦେଶରେ ବ୍ୟାପିସାରିଛି । ପୂର୍ବ ଭାଇରସ ଆଲଫା ଠାରୁ ଏହା ୪୦ରୁ ୬୦ ପ୍ରତିଶତ ଅଧିକ ସଂକ୍ରାମକ ଏବଂ ଏହା ବର୍ତମାନ ଯାଏଁ ବ୍ରିଟେନ, ଆମେରିକା, ସିଙ୍ଗାପୁର ଆଦି ଦେଶରେ ବ୍ୟାପିସାରିଛି ।
କୋଭିଡ ୧୯ର ବି.୧.୬୧୭.୨କୁ ଡେଲଟା ଭାରିଏଣ୍ଟ କୁହାଯାଏ । ରିପୋର୍ଟ ଅନୁସାରେ ଭାରତରେ ଦ୍ୱିତୀୟ ଲହର ପାଇଁ ଏହା ହି ଦାୟୀ ବୋଲି କୁହାଯାଇଛି । ଏହି ଭାରିଏଣ୍ଟ  ଏପର୍ଯ୍ୟନ୍ତ ୧୧ ରାଜ୍ୟରେ ୫୫-୬୦ ମାମଲାରେ ଦେଖାଦେଇଛି । ଏହି ରାଜ୍ୟରେ ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶ ସାମିଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking