38.1 C
Bhubaneswar
Friday, April 26, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : ସମ୍ପତ୍ତି ଅଧିକାରୀ ହୋଇପାରନ୍ତି । ମନ ଅସ୍ଥିର ରହିବ । ବ୍ୟାକୁଳତା ବଢିପାରେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ଦେବ ଦର୍ଶନରେ ଆନନ୍ଦ ପ୍ରାପ୍ତ ହେବେ । ଅଭାବରୁ ମୁକ୍ତି ମିଳିବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ ।
ବୃଷ : ବହୁଦିନର ଋଣ ମୁକ୍ତିପାଇଁ ପ୍ରୟାସ କରିବେ । ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ ହେବେ । ନୂତନ ନିଯୁକ୍ତି ପାଇ ପାରନ୍ତି । ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ ନାହିଁ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମକର୍ତ୍ତାଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ ।
ମିଥୁନ : ବନ୍ଧୁମାନଙ୍କ ଗହଣରେ ସମୟ ଅତିବାହିତ ହେବ । ମାନସିକ ଅବସାଦ ଦେଖାଦେବ । ଯାନବାହନ ଜନିତ ସୌଖ୍ୟ ପ୍ରାପ୍ତ ହେବ । ଶତ୍ରୁ ଦ୍ୱାରା ପରାଜିତ ହେବେ । ଯୋଜନାବଦ୍ଦ ଭାବେ କାର୍ଯ୍ୟକରି ଲାଭ କରିବେ । ମହିଳା ମାନେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
କର୍କଟ : ଦିନଟି ଆପଣଙ୍କ ଲାଗି ଖୁବ ଭଲ । ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହାଦ୍ୱାରା ଜୀବନରେ ପରିବର୍ତ୍ତନ ଆସିବ । ରାଜନୀତିରେ ସଫଳତା ମିଳିବ । ପାରିବାରିକ ଜୀବନ ସୁଖ ଶାନ୍ତିଭରା ରହିବ ।
ସିଂହ : ଭାଗ୍ୟ ଆପଣଙ୍କ ସାଥ ଦେବ । ଦୀର୍ଘ ଦିନର କୌଣସି ଆଶା ପୂରା ହେବ । ଅଫିସରେ ଆପଣଙ୍କ କଥାକୁ କତ୍ତୃପକ୍ଷ ସକାରତ୍ମକତାରେ ନେବେ । ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି । ଖାଦ୍ୟପାନୀୟର ମଜା ନେବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବୁଦ୍ଧି ହେବ ।
କନ୍ୟା : ଆଧ୍ୟ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ । ବିରୋଧୀଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକ ରହିଛି । ଅନ୍ୟମାନଙ୍କ ସହିତ ମହତ୍ତ୍ୱ ପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ । ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।
ତୁଳା : ଆପଣଙ୍କର ଭାବନା ଯଥେଷ୍ଟ ସକାରତ୍ମକ ରହିବ । ଅଫିସରେ କୌଣସି ସିନିୟରଙ୍କ ସାହାଯ୍ୟରେ ସ୍ଥଗିତ ଥିବା କାମ ପୂରା ହେବ । ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ଲାଗି ଯୋଜନା କରିବେ ।
ବିଛା : ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ । ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରତ୍ମକ ରହିବ । ଆପଣଙ୍କର କାରବାର ବୃଦ୍ଧି ହେବ ।
ଧନୁ : ମନୋବଳ ଦୃଢ଼ ହେବ । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କୃଷିକ୍ଷେତ୍ରରେ ଧ୍ୟାନ ଦେବେ । ଯାନ ବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ହେବ ।
ମକର : ପ୍ରତି ପଦପାତରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଉପୁଜିଥିବା ସମସ୍ୟା ଦୂର ହେବାର ସୂଚନା ମିଳୁଛି । ସୁଖ ସମୃଦ୍ଧି ଜୀବନ ଯାପନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ ।
କୁମ୍ଭ : ଧୈର୍ଯ୍ୟବାନ ଓ ସାହସୀ ହୋଇପାରନ୍ତି । ସ୍ୱାଧୀନ ଭାବେ ବିଭିନ୍ନ ଦିଗରୁ ଧନାଗମ ହେବ । ନୀତିଜ୍ଞ ହେବେ । ବିବିଧ ଧନମୁକ୍ତ ହୋଇପାରନ୍ତି । ଚଂଚଳା ମନ ହେବେ । କୀର୍ତିମାନ ହେବେ ।
ମୀନ : ସୁସମ୍ବାଦ ପାଇ ଖୁସି ହେବେ । ସୁଖ ସମ୍ମାନ ଲାଭ କରିପାରନ୍ତି । ପ୍ରୀତି ଭୋଜନ ଆପ୍ୟାୟିତ ହେବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ଉନ୍ନତ ମାନ ହେବେ । ନୂଆ ବନ୍ଧୁ ଜୁଟିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking