29.1 C
Bhubaneswar
Monday, May 6, 2024
Homeଓଡିଶାଡାବୁଗାଁ ପୋଲିସ ଦ୍ୱାରା ଚାଲିଛି ଜୋରସୋର ଗାଡି ଯାଞ୍ଚ ସହ ହେଲମେଟ ଚେକିଙ୍ଗ

ଡାବୁଗାଁ ପୋଲିସ ଦ୍ୱାରା ଚାଲିଛି ଜୋରସୋର ଗାଡି ଯାଞ୍ଚ ସହ ହେଲମେଟ ଚେକିଙ୍ଗ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ କିଛି ଦିନ ହେବ ଡାବୁଗାଁ ପୋଲିସି ଦ୍ୱାରା ଜୋରସୋରରେ ଚାଲିଛି ଗାଡି ଯାଞ୍ଚ ସହ ହେଲମେଟ ଚେକିଙ୍ଗ । ଡାବୁଗାଁକୁ ସଂଜଗ କରୁଥିବା ମୁଖ୍ୟ ରାସ୍ତାରେ ଆଜି ହେଲମେଟ ଚେକିଙ୍ଗ ହୋଇଥିଲା । ଚେକିଙ୍ଗ ବେଳେ ୩ଟି ଲାଇସେନ୍ସ କେନ୍ସେଲ କରାଯାଇଥିବା ବେଳେ ଫାଇନ ବାବଦରେ ପ୍ରାୟ ୫୦୦୦ ଟଙ୍କା କରାଯାଇଥିଲା । ଖାଲି ହେଲମେଟ ନାହିଁ,ଗାଡିର ଅନ୍ୟାନ୍ୟ କାଗଜ ପତ୍ର ସହ କରନାରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ମାସ୍କ ବ୍ୟବହାର କରିବାବ ପାଇଁ ମଧ୍ୟ ସଚେତନ କରାଯାଉଥିଲା । ଗତ କିଛି ଦିନ ହେବ ଡାବୁଗାଁ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ପାଇଁ ଜୋରସୋରରେ ଚାଲିଛି ଗାଡି ଚେକିଙ୍ଗ । କାରଣ ଡାବୁଗାଁ ଅଞ୍ଚଳରେ ଏକାଧିକ ମାତ୍ରାରେ ହେଲମେଟ ବ୍ୟବହାର ନକରି ବେପରୁଆ ଭାବରେ ଗାଡି ଚାଲାଉଥିବା ବେପରୁଆ ମାନଙ୍କୁ ସାବାଡ କରିଛି ଡାବୁଗାଁ ପୁଲିସ । ଯାହାବି ହେଉ ଏହି ଯାଞ୍ଚ ହେବାଦ୍ବାରା ସାବାଡ ହେଇଛନ୍ତି ଗାଡି ଚାଳକ । ଆଜିର ଏହି ଗାଡି ଯାଞ୍ଚ ସମୟରେ  ଏସ.ଆଇ. ଚନ୍ଦ୍ରଭାନୁ ମହାନ୍ତି କିଛି ପୁଲିସ୧ କର୍ମଚାରୀ ଏବଂ ହୋମଗାଡ଼ ଭାଇ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking