37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ : ଆକାଶରେ ବାଦଲ ଛାଇ ହୋଇଥିବା ଯୋଗୁଁ ବିମାନ...

ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ : ଆକାଶରେ ବାଦଲ ଛାଇ ହୋଇଥିବା ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପାଣିପାଗରେ ପରିବର୍ତ୍ତନ । ଭୀଷଣ ଗରମରେ ସିଝୁଥିବା ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଶନିବାରଠାରୁ ପୁଣି ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ବର୍ଷା । ସକାଳୁ ସକାଳୁ ଆକାଶରେ ଛାଇଯାଇଛି କଳା ବାଦଲ । ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଇଛି ।
ଆକାଶରେ ବାଗଲ ଛାଇ ହୋଇ ରହିଥିବାରୁ ବିମାନ ଉଡାଣରେ ପ୍ରଭାବ ପଡିପାରେ । ଦିଲ୍ଲୀକୁ ଆସିବାକୁ ଥିବା ଚାରୋଟିି ବିମାନର ଗତିପଥ ବହଳିପାରେ । ଦିଲ୍ଲୀ ଆଇଜିଆଇ ବିମାନବନ୍ଦର ନିକଟରେ ଘଣ୍ଟାପ୍ରତି ୬୫ରୁ ୭୦କିମି ବେଗରେ ପବନ ବହୁଥିବା ବେଳେ ବର୍ଷା ଜାରି ରହିଛି । ଖରାପ ପାଗ କାରଣରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ସେବା ପ୍ରବାବିତ ହୋଇପାରେ ବୋଲି କୁହାଯାଇଛି ।

ନୂଆ ପାସ୍‌ପୋର୍ଟ ପାଇଁ ରାହୁଲ ଗାନ୍ଧୀଙ୍କୁ କୋର୍ଟଙ୍କ ଏନ୍‌ଓସି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking