ନୂଆ ପାସ୍‌ପୋର୍ଟ ପାଇଁ ରାହୁଲ ଗାନ୍ଧୀଙ୍କୁ କୋର୍ଟଙ୍କ ଏନ୍‌ଓସି

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତିନିବର୍ଷ ପାଇଁ ସାଧାରଣ ପାସ୍‌ପୋର୍ଟ ଜାରି ନିମନ୍ତେ ନୋ-ଅବ୍‌ଜେକ୍‌ସନ୍ ସାର୍ଟିଫିକେଟ୍ (ଏନ୍‌ସସି) ପ୍ରଦାନ କରିଛନ୍ତି । ସୁରଟର ଏକ କୋର୍ଟ ଦ୍ୱାରା ମୋଦୀ ସାଙ୍ଗିଆ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟ୍‌ର ଏକ କୋର୍ଟ ଦୋଷୀସାବ୍ୟସ୍ତ କରିବା ପରେ ତାଙ୍କ ଲୋକସଭା ସଦସ୍ୟତା ଚାଲିଯାଇଥିଲା । ଏହାପରେ ସେ ତାଙ୍କ କୂଟନୈତିକ ପାସ୍‌ପୋର୍ଟ ଫେରାଇ ଦେଇଥିଲେ । ଆଡିସ୍‌ନାଲ୍ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ … Continue reading ନୂଆ ପାସ୍‌ପୋର୍ଟ ପାଇଁ ରାହୁଲ ଗାନ୍ଧୀଙ୍କୁ କୋର୍ଟଙ୍କ ଏନ୍‌ଓସି