29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଗୁଜରାଟ ଡାକ୍ତର ଦମ୍ପତିଙ୍କ ଏଭରେଷ୍ଟ ଆରୋହଣ: ଡାକ୍ତରଭାବେ କୃତିତ୍ୱ ହାସଲ କରିବାରେ ଦେଶରେ ପ୍ରଥମ

ଗୁଜରାଟ ଡାକ୍ତର ଦମ୍ପତିଙ୍କ ଏଭରେଷ୍ଟ ଆରୋହଣ: ଡାକ୍ତରଭାବେ କୃତିତ୍ୱ ହାସଲ କରିବାରେ ଦେଶରେ ପ୍ରଥମ

କାଠମାଣ୍ଡୁ : ଗୁଜରାଟର ଡାକ୍ତର ଦମ୍ପତି ଡଃ ହେମନ୍ତ ଲଲିତଚନ୍ଦ୍ର ଲେଉଭା ଓ ଡଃ ସୁରଭୀବେନ୍ ଲେଉଭା ଇତିମଧ୍ୟରେ ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିଛନ୍ତି ବୋଲି ନେପାଳ ସରକାରଙ୍କ ସୂତ୍ରରୁ ଜଣାପଡିଛି । ତେବେ ଡାକ୍ତର ଦମ୍ପତିଭାବେ ଏଭରେଷ୍ଟ ଆରୋହଣ କରିବାରେ ଏମାନେ ଦେଶରେ ପ୍ରଥମ ବୋଲି କୁହାଯାଇଛି ।

ଶୁକ୍ରବାର ସେମାନେ ଏଭରେଷ୍ଟ ଶିଖରରେ ପହଞ୍ଚିଥିବା ସମ୍ପର୍କରେ ନେପାଳର ସାତୋରି ଆଡ୍‌ଭେନ୍‌ଚ୍ୟୁର ସଂସ୍ଥା ପକ୍ଷରୁ କୁହାଯାଇଛି । ହେମନ୍ତ ବର୍ତ୍ତମାନ ଏନଏଚ୍‌ଏଲ ମ୍ୟୁନିସିପାଲ ମେଡିକାଲ କଲେଜରେ ଶଲ୍ୟ ବିଭାଗର ପ୍ରଫେସରଭାବେ କାର୍ଯ୍ୟ କରୁଥିବାବେଳେ ସୁର୍‌ଭୀବେନ୍ ଗୁଜରାଟ ବିଦ୍ୟାପୀଠରେ ଚିଫ୍ ମେଡିକାଲ ଅଫିସର ପଦରେ ଅବସ୍ଥାପିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking