32.1 C
Bhubaneswar
Sunday, April 28, 2024
Homeଓଡିଶାପୁରୀଅହଂକାର ଓ କଳାପାହାଡ଼ିଆ ମନୋଭାବ ଛାଡ଼ନ୍ତୁ ସରକାର: ସମ୍ବିତ ପାତ୍ର

ଅହଂକାର ଓ କଳାପାହାଡ଼ିଆ ମନୋଭାବ ଛାଡ଼ନ୍ତୁ ସରକାର: ସମ୍ବିତ ପାତ୍ର

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର । ଟ୍ୱିଟ୍‌ କରି ସମ୍ବିତ ପାତ୍ର କହିଛନ୍ତି, ଅହଂକାର ଓ କଳାପାହାଡିଆ ମନୋଭାବ ଛାଡ଼ନ୍ତୁ ସରକାର । ଭୁଲ କରିଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରନ୍ତୁ । ଓଡ଼ିଶାର ଐତିହ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି ବର୍ତ୍ତମାନର ସରକାର । ମାନ୍ୟବର ହାଇକୋର୍ଟ ମଧ୍ୟ ନିଜ ରାୟରେ ଉଲ୍ଲେଖ କରିଛନ୍ତି ଯେ ନିର୍ମାଣ କାମ ସମୟରେ ଐତିହ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ କୀର୍ତ୍ତିରାଜି ଧ୍ୱଂସ କରୁଥିବା ସରକାରଙ୍କୁ କ୍ଷମା ଦେବନି ଆଗାମୀ ପିଢ଼ି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking