35.1 C
Bhubaneswar
Monday, May 13, 2024
Homeଦେଶ ବିଦେଶସରକାରୀ ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ, ଭାରତୀୟ ଡାକର ୩୮ ହଜାର ୯୨୬ ପଦବୀରେ ନିଯୁକ୍ତି...

ସରକାରୀ ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ, ଭାରତୀୟ ଡାକର ୩୮ ହଜାର ୯୨୬ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

ଖଲ୍ଲିକୋଟ : ସରକାରୀ ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ଭର୍ତ୍ତି ପାଇଁ କରନ୍ତୁ ଆବେଦନ। ଗ୍ରାମୀଣ ଡାକ ସେବକ ପଦବୀ ସହ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ୟ ଆବେଦନ ଜୁନ୍ ୫ ସୁଦ୍ଧା indiapostgdsonline.gov.in ୱେବସାଇଟ୍‌ରେ ଆବେଦନ କରିପାରିବେ।

ସୂଚନାନୁଯାୟୀ, ମୋଟ ୩୮ ହଜାର ୯୨୬ ପଦବୀ ପାଇଁ ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି। ପୋଷ୍ଟ ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର ଏବଂ ଡାକ ସେବକ ପାଇଁ ନିଯୁକ୍ତି ବାହାରିଛି। ୧୮ ରୁ ୪୦ ବୟସ ସୀମା ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ୧୦୦ ଟଙ୍କା ଆବେଦନ ଶୁକ୍ଳ ରଖାଯାଇଛି। ତେବେ ମହିଳା, ଏସସି/ଏସଟି, ପିଡବ୍ଲ୍ୟୁଡି, ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଆବେଦନ ଶୁକ୍ଳ ମାଗଣା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking