34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକରୋନା ପ୍ରଭାବ : ମାସ୍କ ରପ୍ତାନୀ ଉପରେ କଟକଣା

କରୋନା ପ୍ରଭାବ : ମାସ୍କ ରପ୍ତାନୀ ଉପରେ କଟକଣା

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ କେନ୍ଦ୍ର ସରକାର ସର୍ଜିକାଲ୍‍ ଓ ଥରେ ବ୍ୟବହାର କରି ଫିଙ୍ଗା ଯାଉଥିବା ମାସ୍କଗୁଡ଼ିକର ରପ୍ତାନୀ ଉପରେ କଟକଣା ଲାଗୁ କରିଛନ୍ତି। ବୟନଶିଳ୍ପ ମନ୍ତ୍ରଣାଳୟ ରପ୍ତାନୀ ନୀତିରେ ସଂଶୋଧନ କରି ଦୁଇରୁ ତିନି ପରସ୍ତର ମାସ୍କଗୁଡ଼ିକର ରପ୍ତାନୀ ଉପରେ ନିଷୋଧାଜ୍ଞା ଲାଗୁ କରିଛନ୍ତି । ମାସ୍କ ଉତ୍ପାଦନ ଓ ଯୋଗାଣରେ ଦେଖାଦେଉଥିବା ଅସୁବିଧା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।
https://onakhabar.com/2020/03/20/government-launches-whatsapp-chatbot-on-coronavirus-mygov-corona-helpdesk/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking