38.1 C
Bhubaneswar
Wednesday, May 1, 2024
Homeଅପରାଧଗୁଜୁରାଟ ଗଲା ଗୋପାଳ ଦାସ; ଚାଲିଛି ପଲିଗ୍ରାଫ ଟେଷ୍ଟ

ଗୁଜୁରାଟ ଗଲା ଗୋପାଳ ଦାସ; ଚାଲିଛି ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ପରେ ଏବେ ସବୁରି ମୁହଁରେ ଗୋଟିଏ ନାଁ, ଗୋପାଳ ଦାସ । ପୋଲିସ ବର୍ଦ୍ଦିରେ ଥାଇ ଜଣେ ଜନ ପ୍ରତିନିଧି ବିଚ ରାସ୍ତାରେ ଗୁଳି କରି ହତ୍ୟା କରିଦେଲା ଗୋପାଳ । ତେବେ ଏହାପର ସାରା ଓଡିଶାର ନଜର ଏବେ ଏହି ମାମଲା ଉପରେ । ତେଣୁ ଗୋପାଳର ପଲିଗ୍ରାଫ ଟେଷ୍ଟ କରାଯିବା ପାଇଁ ତାକୁ ଗୁଜୁରାଟ ନିଆଯାଇଛି । ଗୁଜୁରାଟର ଗାନ୍ଧିନଗର ଫରେନ୍ସିକ ଲ୍ୟାବରେ ଟେଷ୍ଟରେ ଚାଲିଛି ଗୋପାଳର ପଲିଗ୍ରାଫ ଟେଷ୍ଟ । ଏ ନେଇ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏହାପରେ ଗୋପାଳର ନାର୍କୋ ଟେଷ୍ଟ ମଧ୍ୟ କରାଯିବ ବୋଲି ଜାଣିବାକୁ ମିଳିଛି । ତେବେ ଏତେ ଲୋକଙ୍କ ଆଗରେ ଏମିତି ହତ୍ୟା କରିଥିବା ବେଳେ ଗୋପାଳ ଉପରେ କିପରି କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ଆଲୋଚନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking