29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପ୍ରତି ଜିଲ୍ଲାରୁ ହେବ ଜିନମ ସିକ୍ୟୁଏନ୍ସିଂ

ପ୍ରତି ଜିଲ୍ଲାରୁ ହେବ ଜିନମ ସିକ୍ୟୁଏନ୍ସିଂ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଓ ସଂକ୍ରମଣ ନେଇ ଏନସିଡିସି ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ଆଗାମୀ ସମୟ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଆମକୁ ନୂତନ ମ୍ୟୁଟାଣ୍ଟ କେଉଁଠି, କେମିତି ଆସୁଛି ଖୋଜିବାକୁ ପଡିବ । ଆମେ ଏବେ ବହିରାଗଡ ଓ ଦେଶ ମଲ୍ସ୍ ମ୍ୟୁଟାଣ୍ଟ ଉପରେ ନଜର ରଖିଛୁ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ନୂତନ ନୀତି ଗ୍ରହଣ କରୁଛି ।  ପ୍ରତ୍ୟେକ ରାଜ୍ୟର ପ୍ରତିଟି ଜିଲ୍ଲାରୁ ଜିନମ ସିକ୍ୟୁଏନ୍ସିଂ କରାଯିବ । ଜିଲ୍ଲାସ୍ତରୀୟ ପ୍ରତିନିଧିମାନେ ଜିନମ ସିକ୍ୟୁଏନସିଂ କରି ତଥ୍ୟ ଦେବେ । ଏହାଦ୍ୱାରା ଯଦି କୌଣସି ସ୍ଥାନରେ ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେଉଥିବ ଜଣାପଡିବ । ମୁଖ୍ୟତଃ ଆଲଫା, ବିଟା, ଗାମା, ଡେଲଟା, ଡେଲଟା, ଡେଲଟା ପ୍ଲସର ସର୍ଭେ କରୁଛୁ । ଆଉ ୨ଟି ଭାରିଆଣ୍ଟ କପ୍ପା ଓ ବି୧୬୧୭.୩ର ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking