32.1 C
Bhubaneswar
Saturday, May 4, 2024
Homeଓଡିଶାବ୍ରହ୍ମପୁରରେ କୋହଳ ହେଲା କରୋନା କଟକଣା

ବ୍ରହ୍ମପୁରରେ କୋହଳ ହେଲା କରୋନା କଟକଣା

ବ୍ରହ୍ମପୁର : ବ୍ରହ୍ମପୁରରେ କୋହଳ ହେଲା କରୋନା କଟକଣା। ଆଜିଠୁ ବ୍ରହ୍ମପୁର ସହରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଥିବା କଟକଣା ଉଠିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ସେହିପରି ମାର୍କେଟ ଖୋଲିବା ସମୟସୀମାରେ ପରିବର୍ତ୍ତନ କରାଯାଇଛି । ପ୍ରତିଦିନ ସକାଳ ୫ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ବ୍ରହ୍ମପୁର ସହରରେ ଦୋକାନ ବଜାର ଖୋଲିବ ।
ପୂର୍ବରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମାର୍କେଟ ଖୋଲୁଥିଲା । ତେବେ ସାପ୍ତାହିକ ସଟଡାଉନ୍ ଜାରି ରହିବ ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି । କରୋନା ପାଇଁ ବ୍ରହ୍ମପୁର ଯିବା ଆସିବା ଉପରେ କଟକଣା ଲାଗୁ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking