32.1 C
Bhubaneswar
Saturday, May 4, 2024
Homeଅପରାଧ୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରପୁଟ : କୋରପୁଟ ଜିଲ୍ଲା ପାଡୁଆ ପୋଲିସ ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ଚାଲାଣ କରୁଥିବା ଧଳା ରଙ୍ଗର ୪୦୭ ଭ୍ୟାନ୍‌ ସହ ପାଞ୍ଚ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ। ସୂଚନା ଅନୁଯାୟୀ, କୋରପୁଟ ଜିଲ୍ଲା ଆରକ୍ଷୀ ମୁଖେଶ କୁମାର ଭାମୁଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍ଡିପିଓ ଓ ପାଡୁଆ ଥାନା ଅଧିକାରୀ କର୍ମଚାରୀ ପାଡୁଆବଡ଼ ଦେଵତା ମନ୍ଦିର ନିକଟରେ କୌଣସି ସୂତ୍ରରୁ ଖବର ପାଇ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଲାପୁଟ ଅଞ୍ଚଳରୁ ଏକ ଧଳା ରଙ୍ଗର ୪୦୭ଭ୍ୟାନ୍‌ ଦୃତ ଗତିରେ ଆସୁଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଅନ୍ଧାରର ସୁଯୋଗ ନେଇ ଗାଡ଼ି ରଖି ଘଟଣା ସ୍ଥଳରୁ ଫେରାର ହୋଉଯାଇ ଥିଲେ। ଗାଡ଼ି ସହ ଗଞ୍ଜେଇକୁ ଜବତ କରି ପାଡୁଆ ପୋଲିସ ଥାନା ପରିସର ଆଣିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking