34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ

ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ

ଯାଜପୁର:  ଯାଜପୁର ଜିଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ସ୍ଥାନ ଗାନ୍ଧୀ ଜୟନ୍ତୀ ଓ କରୋନା ମହାମାରୀ କୁ ମୁକାବିଲା କରିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଓ ମାକ୍ସ ଓ ସାନିଟାରୀ ବଣ୍ଟନ କରା ଯାଇଛି ବିଧାୟକ ଇ ପ୍ରିତିରଂଜ ଘଡ଼ାଇ ଦ୍ୱରା ଏହି କାର୍ଯ୍ୟକ୍ରମ କରାଯାଇଛି l ଶ୍ରୀ ଘଡ଼ାଇ ଗାନ୍ଧିଜୀ ଙ୍କ 151ତମ ଜୟନ୍ତୀ ଅବସରରେ ସୁକିନ୍ଦା ଭବନ ରେ ଥିବା ଜାତିରପିତା ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ l ସେ କହିଲେ ଜାତିର ପିତା ମହାତ୍ମା ଗାନ୍ଧୀ ଏକ ବ୍ୟକ୍ତି ନୁହନ୍ତି ସେ ଏକା ବିଚାର ଧାରା ସତ୍ୟ ଓ ଅହିଁସା ସାର ପୂଜାରୀ l ବାପୁଜୀ ସର୍ବଦା ମାନବ ସମାଜ ପାଇଁ ପ୍ରେରଣା ର ଉର୍ତ୍ସ ହୋଇ ରହିଛନ୍ତି l ଗାନ୍ଧିଜୀ ଙ୍କ ଚିନ୍ତା ଧାର ଆଦର୍ଶ ରେ ଯୁବ ପିଢ଼ି ଅନୁପାଣିତ ହେବା କୁ ଆହ୍ୱାନ ଦେହିଥିଲେ ଏହା ପରେ
ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପରିଧାନ କଲେ ନିଜକୁ ସୁରକ୍ଷିତ ରଖିବା ସହ କରୋନା ମହାମାରୀକୁ ପରାସ୍ତ କରିପାରିବା। କରୋନା ମହାମାରୀର ଭୟାବହତା ଓ ସେଥିରୁ ବର୍ତ୍ତିବା ନିମନ୍ତେ ଦାନଗଦି ବ୍ଲକ ତ୍ରିଜଙ୍ଗା ପଞ୍ଚାୟତର ସୋଲେଇ ଗ୍ରାମର ଲୋକଙ୍କୁ ବୁଝାଇବା ସହ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।ସୁକିନ୍ଦା ଗଡ଼ ର ବିରିଗଡା ଠାରେ  ମାସ୍କ ସାନିଟାରୀ ବଣ୍ଟନ କରା ଯାଇ ଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking