34.1 C
Bhubaneswar
Saturday, April 27, 2024
Homeକରୋନାଏପ୍ରିଲ ୧ ରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଟିକା

ଏପ୍ରିଲ ୧ ରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଟିକା

ନୂଆଦିଲ୍ଲୀ: କୋଭିଡ ଟିକାକରଣ ନିୟମରେ ପରିବର୍ତନ ଆଣିଛନ୍ତି ସରକାର । ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । କରୋନା ଟିକା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକେ ନାମ ପଂଜୀକରଣ କରାଇବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକଙ୍କୁ ଟିକା ମିଳୁଥିଲା । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ବର୍ତମାନ କେବଳ ୪୫ରୁ ୬୦ ବର୍ଷ ମଧ୍ୟରେ ଥିବା ଅନ୍ୟ ରୋଗୀଙ୍କୁ ଟିକାକରଣ ପାଇଁ ଅନୁମତି ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking