28.9 C
Bhubaneswar
Sunday, May 5, 2024
Homeଓଡିଶା୨୨ରୁ ନବମ ସମ୍ମେଟିଭ ପରୀକ୍ଷା

୨୨ରୁ ନବମ ସମ୍ମେଟିଭ ପରୀକ୍ଷା

ଭୁବନେଶ୍ୱର: ନବନ ଶ୍ରେଣୀ ପ୍ରଥମ ସମ୍ମେଟିଭ ପରୀକ୍ଷା ନେଇ ବୋର୍ଡ ସୂଚନା ପ୍ରଦାନ କରିଛନ୍ତି । ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ସମ୍ମେଟିଭ ପରୀକ୍ଷା । ୨୨ରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ ପରୀକ୍ଷା । ଦିନକୁ ୨ଟି ସିଟିଂ ହେବ । ଗୋଟିଏ ସକାଳ ୯ରୁ ୧୦ଟା ଏବଂ ଆଉ ଗୋଟିଏ ୧୧ରୁ ୧୨ଟା । ପ୍ରତି ପରୀକ୍ଷା ୪୦ ମାର୍କ ବିଶିଷ୍ଟ କରାଯିବାକୁ ନିଷ୍ପତ୍ତି  ହୋଇଛି । ୪୦ରୁ ୨୦ ମାର୍କ ମଲଟିପୁଲ ଚଏସ, ବାକି ୨୦ ଲଙ୍ଗ କୋଶ୍ଚିନ ରହିବ । ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଦେବ । ପରୀକ୍ଷା ନିଜ ସ୍କୁଲରେ ହେବ । ମାତ୍ର ଖାତା ଅନ୍ୟ ସ୍କୁଲରେ ଦେଖା ହେବ । ୨୩ରୁ ୩୦ ଯାଏ ଖାତା ଦେଖା ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking