39.1 C
Bhubaneswar
Friday, April 26, 2024
Homeଓଡିଶାଆସନ୍ତାକାଲିଠୁ ସିବିଏସଇ ଖାତା ଦେଖା ଆରମ୍ଭ

ଆସନ୍ତାକାଲିଠୁ ସିବିଏସଇ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଆସନ୍ତା କାଲିଠୁ ସିବିଏସଇ ଖାତା ଦେଖା ଆରମ୍ଭ ହେବାକୁ ଯାଉଛି । କଣ୍ଟେନମେଣ୍ଟ ଜୋନକୁ ବାଦ ଦେଇ ଖାତା ଦେଖା ଆରମ୍ଭ କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ପ୍ରାୟ ତିନି ହଜାର ସ୍କୁଲରେ ପରୀକ୍ଷା ଖାତା ଗୁଡିକ ରହିଥିବା ବେଳେ ଖାତା ଦେଖାରେ ନିୟୋଜିତ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଘରକୁ ଖାତା ଗୁଡିକୁ ପଠାଯିବ ବୋଲି ସୂଚନା ଦିଆଯାଇଛି । ୫୦ ଦିନ ମଧ୍ୟରେ ଖାତା ଦେଖା ମୂଲ୍ୟାୟନ ଶେଷ କରିବାକୁ ଏଚଆରଡି ମନ୍ତ୍ରୀ ରମେଶ ପୋଖରୀଆଲ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
https://onakhabar.com/2020/05/09/corona-fear-has-taken-one-life/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking