41.1 C
Bhubaneswar
Sunday, April 28, 2024
Homeବିଜିନେସ୍ଇପିଏଫ୍ ସୁଧହାର ୮.୧୫%କୁ ବୃଦ୍ଧି

ଇପିଏଫ୍ ସୁଧହାର ୮.୧୫%କୁ ବୃଦ୍ଧି

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ପକ୍ଷରୁ ୨୦୨୨-୨୩ ଆର୍ôଥକବର୍ଷ ପାଇଁ ସୁଧହାର ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସୋମବାର ଏକ ସର୍କୁଲାର ଜରିଆରେ ଇପିଏଫ୍‌ଓ ପକ୍ଷରୁ ଏହା ଘୋଷଣା କରାଯାଇଛି । ଫଳରେ ଇପିଏଫ୍ ଜମାକାରୀମାନେ ଉଦ୍ଦିଷ୍ଟ ଆର୍ôଥକବର୍ଷରେ ୮.୧୫ ପ୍ରତିଶତ ହାରରେ ସୁଧ ପାଇବେ । କେନ୍ଦ୍ର ସରକାର ଏହି ବର୍ଦ୍ଧିତ ସୁଧହାରକୁ ଅନୁମୋଦନ କରିବାପରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଇପିଏଫ୍ କର୍ତ୍ତୃପକ୍ଷଙ୍କୁ ଏହା ସୂଚାଇ ଦିଆଯାଇଥିବା ପ୍ରକାଶ । ସୂଚନାଯୋଗ୍ୟ ୨୦୨୧-୨୨ ଆର୍ôଥକବର୍ଷରେ ସୁଧହାର ୮.୧୦ ପ୍ରତିଶତ ଧାର୍ଯ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking