31.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଫିଲ୍ମ ‘ଧାକଡ’ ର ପୋଷ୍ଟର ରିଲିଜ୍, ଆକ୍ସନ ଲୁକ୍ସରେ କଙ୍ଗନା

ଫିଲ୍ମ ‘ଧାକଡ’ ର ପୋଷ୍ଟର ରିଲିଜ୍, ଆକ୍ସନ ଲୁକ୍ସରେ କଙ୍ଗନା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ସର୍ବଦା ତାଙ୍କର ଧାକଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି କଙ୍ଗନା ତାଙ୍କ ଫିଲ୍ମ ‘ଧାକଡ’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ମୁମ୍ବାଇ ଜୁହୁରେ ଏକ ଲାଉଞ୍ଜ ବାହାରେ ଫିଲ୍ମ ‘ଧାକଡ’ ର ପୋଷ୍ଟର ଲଞ୍ଚ କରାଯାଇଛି । ପୋଷ୍ଟରରେ ଫିଲ୍ମ ରିଲିଜ୍ ର ତାରିଖ ମଧ୍ୟ ଲେଖା ହୋଇଛି । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଧାକଡ ର ଏହି ପୋଷ୍ଟରରେ ଅଭିନେତ୍ରୀ କଙ୍ଗନାଙ୍କୁ ଜବରଦସ୍ତ ଆକ୍ସନ ଲୁକ୍ ଦେଖିବାକୁ ମିଳିଛି । ଏହି ଫିଲ୍ମରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking