41.1 C
Bhubaneswar
Sunday, April 28, 2024
Homeଓଡିଶାଚାଲାଣ ବେଳେ ୧୩ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ୍

ଚାଲାଣ ବେଳେ ୧୩ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ୍

କଣ୍ଟାବାଞ୍ଜି : ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । କଣ୍ଟାବାଞ୍ଜି ରାସ୍ତାର ଦନ୍ଦରା ଛକ ନିକଟରୁ ୧୩ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ୍ । ପୋଲିସ୍ ପାଟ୍ରୋଲିଂ ବେଳେ ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଥିବା ଖବର ପାଇ ଉଦ୍ଧାର କରିଛି । ଶ୍ରମିକଙ୍କ ମଧ୍ୟରେ ୮ଜଣ ପୁରୁଷ ଓ ୫ଜଣ ମହିଳା  ରହିଛନ୍ତି । ସମସ୍ତ ଶ୍ରମିକ ନୂଆପଡା ଜିଲ୍ଲା ଖାସବାହାଲ ଗାଁର । ଶ୍ରମିକମାନେ କଣ୍ଟାବାଞ୍ଜିରୁ ହାଇଦ୍ରାବାଦର ଏକ ଇଟା ଭାଟିକୁ କାମ କରିବାକୁ ଯାଉଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking