27.1 C
Bhubaneswar
Tuesday, May 14, 2024
Homeବ୍ରେକୀଙ୍ଗଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା

ଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା

ମାଲକାନଗିରି : ଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା। ମାଲକାନଗିରି ଜିଲ୍ଲା ପିପୋଲପଦରରେ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ୍‌ । ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ବିଏସ୍‌ଏଫ୍‌ ଯବାନ୍‌ । ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ଉଦ୍ଧାର କଲେ ୧୪୪ ବାଟାଲିୟନ୍‌ର ବିଏସ୍‌ଏଫ୍‌ ଯବାନ୍‌‌ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଏହା ଖଞ୍ଜା ଯାଇଥିଲା । ମାଓବିରୋଧୀ ଅପରେସନ୍‌ରେ ସାମିଲ୍‌ ଥିବା ଯବାନ୍‌ଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏମିତି ଯୋଜନା କରିଥିଲେ ମାଓବାଦୀ । ଉଦ୍ଧାର ହୋଇଥିବା ଲ୍ୟାଣ୍ଡମାଇନ୍‌ ଅତି ଭୟଙ୍କର ଥିଲା । ଅତି ସହଜରେ ଯବାନ୍‌ଙ୍କ ଗାଡିକୁ ୨୦ରୁ ୨୫ ଫୁଟ୍‌ ଉଡାଇବାରେ କ୍ଷମତା ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking