32.1 C
Bhubaneswar
Sunday, April 28, 2024
Homeଓଡିଶାନବଜାତ ଶିଶୁପୁତ୍ର ଉଦ୍ଧାର

ନବଜାତ ଶିଶୁପୁତ୍ର ଉଦ୍ଧାର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାରିପଦା ଥାନା ଅନ୍ତର୍ଗତ ମୋରଡା ଡ଼ାକ୍ତରଖାନା ପରିସରରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ସମୟରେ ଏକ ଗଛ ମୂଳରେ ଶିଶୁପୁତ୍ରର କାନ୍ଦ ଶୁଣି ସ୍ଥାନୀୟ ଲୋକେ ତା’କୁ ଉଦ୍ଧାର କରିଥିଲେ। ଜନ୍ମ ଦେବା ପରେ କେହି ଗଛ ମୂଳରେ ଶିଶୁପୁତ୍ରଟିକୁ ଛାଡ଼ି ଚାଲିଯାଇଛି ବୋଲି ସନ୍ଦେହ କରାଯାଉଛି। ଉଦ୍ଧାର ହେବା ପରେ ଶିଶୁ ପୁତ୍ରଟିକୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାସହ ପୁତ୍ରଟି ସୁସ୍ଥ ଅଛି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking