ନୂଆଦିଲ୍ଲୀ : ଦାଦନ ଯାଇଥିବା ବାପପୁଅଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତାମିଲନାଡୁ ଧରମପୁରରେ କୁକୁଡା ଫାର୍ମରେ କାମ କରୁଥିଲେ ବାପ ପୁଅ । ମୃତକ ଦ୍ୱୟ ସିନ୍ଧେକେଲା ଥାନା ଡଙ୍ଗରପଡା ଗାଁର ହୋଇଥିବା ସୂଚନା ମିଳିଛି । ବାପପୁଅଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ହୋଇଛି ।