32.7 C
Bhubaneswar
Saturday, June 27, 2026
Homeଓଡିଶାନାବାଳିକାକୁ ଦୁଷ୍କର୍ମ: ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ନାବାଳିକାକୁ ଦୁଷ୍କର୍ମ: ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ଯାଜପୁର: ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ। ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ। ଅଭିଯୁକ୍ତକୁ ୧୨ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଅଭିଯୁକ୍ତ ବ୍ୟାସନଗର ସାପଗାଡ଼ିଆ ଗାଁର କିରଣ ମୁଖୀ। ୨୦୨୫ରେ ଯାଜପୁର ରୋଡ଼ ଅଞ୍ଚଳରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡ଼ିତା ପରିବାର ପକ୍ଷରୁ ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରାଯାଇଥିଲା। ୧୭ ଜଣଙ୍କ ସାକ୍ଷ ପ୍ରମାଣକୁ ଆଧାର କରି କୋର୍ଟ ଏ ରାୟ ଶୁଣାଇଛନ୍ତି। ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । ୨୨ ଜୁନ ୨୦୨୫ରେ ଝାରସୁଗୁଡ଼ା ବନହରପାଳି ଥାନା ଅଂଚଳରେ ଜଣେ 6 ବର୍ଷୀୟା ନାବାଳିକାକୁ ତାଙ୍କ ପଡ଼ୋଶୀ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ସ୍ପେସିଆଲ ପୋକ୍ସୋ କୋର୍ଟ, ଅଭିଯୁକ୍ତକୁ ୨୦  ବର୍ଷୀୟ ସଶ୍ରମ ଦଣ୍ଡାଦେଶ ସହିତ ପଚାଶ ହଜାର ଟଙ୍କାର ଫାଇନ କରିଛନ୍ତି । ଏଥିସହ ଦୁଷ୍କର୍ମ ପୀଡ଼ିତାଙ୍କୁ ସରକାର ଆଠ ଲକ୍ଷ ଟଙ୍କା କ୍ଷତିପୁରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩୩ ଜଣଙ୍କର ସାକ୍ଷ୍ୟ ଗ୍ରହଣ ପରେ ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking