35.1 C
Bhubaneswar
Saturday, May 4, 2024
Homeଓଡିଶାବ୍ୟାସନଗର ପୌର ଅଞ୍ଚଳ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଥମି ବାରେ ନା ଧରୁନାହିଁ...

ବ୍ୟାସନଗର ପୌର ଅଞ୍ଚଳ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଥମି ବାରେ ନା ଧରୁନାହିଁ ସହର ବାସି ଆତଙ୍କିତ ପ୍ରଶାସନ ଚୁପ

ଯାଜପୁର (ଓଏନଏ): ଅନ୍ୟ ଜିଲ୍ଲା ମାନଙ୍କ ରେ କରୋନା ସଂକ୍ରମଣ କମୁ ଥିଲା ବେଳେ ଯାଜପୁର ଜିଲ୍ଲା ରେ ଦୁଇ ଦିନ ହେଲା ବୃଦ୍ଧି ପାଉଛି l ବ୍ୟାସନଗର ପୋୖରା ଅଞ୍ଚଳ ରେ କରୋନା ସଂକ୍ରମଣ ଥମି ବା ରେ ନା ଧରୁନାହିଁ l ବ୍ୟାସନଗର ପୋୖରାଚଳ କରୋନା ପୋଜେଟୀଭି ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି l ଏହି ସହର ରେ ସଂକ୍ରମିତ ହୋଇ ଥିବା ର କୁହା ଯାଉଛି ରାଜ୍ୟ ବାହାର ର ଲୋକ କଳିଙ୍ଗନଗର ଶିଳ୍ପା ଅଞ୍ଚଳ ରେ କାଯ୍ୟ କରନ୍ତି ଏହି ସହର ରେ ବାସ କରନ୍ତି ସେମାନଙ୍କ ସମ୍ପକୀୟ ଆସୁ ଛନ୍ତି ବିଶେଷ କରି ଦିଲ୍ଲୀ ପଶ୍ଚିମ ବଙ୍ଗ ଝାରଖଣ୍ଡ ବିହାର ଆନ୍ଦ୍ର ରୁ ପ୍ରଭୁତି ସ୍ଥାନ ରୁ ଲୋକ ମାନେ ଆସୁଛନ୍ତି ସେମାନେ ଏଠାକାର ଲୋକ ମାନଙ୍କ ସହ ମିଳାମିଶା କରୁଛନ୍ତି ସହର ରେ ଲକ ଡାଉନ ସଟ ଦାଉ କଡାକଡି ଭାବ ରେ ପାଳନ କରାଯାଉଛି l କିନ୍ତୁ ଏହି ରୋଗ ସଟ ଡାଉନ ଲକଡାଉନ ପୂର୍ବରୁ ସଂକ୍ରମିତ ହୋଇ ଥିଲା ବୋଲି କୁହା ଯାଉଛି l ଲୋକ ମାନଂକୁ ଥଣ୍ଡା କାଶ ହେଉଥିବାରୁ କୋବିଦ ଟେଷ୍ଟ କରିବା ପାଇଁ ଲାଇନ ଲଗାଉଛନ୍ତି l ପରିବା ମାର୍କେଟ ଔଷଧ ଦୋକାନ ରେ ସାମାଜିକତା ଦୂରତା ରହୁ ନାହିଁ l ସହର ରେ ଥଣ୍ଡା ଜ୍ୱର ର ପ୍ରକୋପ ଦେଖା ଦେଉ ଥିବା ରୁ ମେଡ଼ିସିନ ଦୋକାନ ମାନଙ୍କ ରେ ଭିଡ଼ ଦେଖା ଦେଉଛି l ଥଣ୍ଡା ରୋଗୀ କୁ ଡାକ୍ତର ମାନେ ଦେଖୁ ନାହାନ୍ତି କୋବିଦ ଟେଷ୍ଟ କାରିବାକୁ ପରାମର୍ଶ ଦେଉଛନ୍ତି ଲୋକ ମାନେ ବାଧ୍ୟ ହୋଇ ଔଷଧ କିଣିବା ପାଇଁ ମେଡ଼ିସିନ ଦୋକାନ ରେ ଭିଡ଼ ଜମାଉଛନ୍ତି 1ତାରିଖ ରେ କରୋନା ନୂଆ ପୋଜେଟୀଭି ସଂଖ୍ୟା ସମଗ୍ର ଜିଲ୍ଲା ରେ 514ସେଥିମଧ୍ୟରୁ ବ୍ୟାସନଗର ମୁନିସିପାଲିଟି ରେ ପୋଜେଟୀଭି ଙ୍କ ସଂଖ୍ୟା 93.ଯାଜପୁର ମୁନିସିପାଲିଟି ରେ 26, ବିଂଝାରପୁର ବ୍ଲକ ରେ 35, ବଡ଼ଚଣା ରେ 26, ବରୀ ରେ 43, ଦାନଗଦି ରେ 22, ଧର୍ମଶାଳା ରେ 49, ଦଶରଥପୁର 42, ଯାଜପୁର ବ୍ଲକ 53.କୋରେଇ ରେ 27,, ରସଲପୁର 42, ସୁକିନ୍ଦା ରେ 48.ଓ ଅନାନ୍ୟା 9ସର୍ବମୋଟ 514..31, 5, 2021ରେ ପୋଜେଟୀଭି 507ଥିଲା ୟସ ଓ ବନ୍ୟା ଯୋଗୁ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇ ଚି ବୋଲି କୁହା ଯାଉଛି ଟୀକା କେନ୍ଦ୍ର ଗୁଡିକ ରେ ସାମାଜିକତା ଦୂରତା ରହୁ ନାହଁ ଡାକ୍ତର ଖାନା ସମ୍ପକୀୟ, ନେତା. ପଦସ୍ଥ ଅଧିକାରୀ ମାନଙ୍କ ସମ୍ପକୀୟ ମାନଂକୁ ଟୀକା ଦିଆ ଯିବା ପରେ ଜନ ସାଧାରଣ ମାନଂକୁ ଟୀକା ଦିଆ ଯାଉଛି ପ୍ରିୟା ପ୍ରୀତ ତୋଷଣ ଓ ଉତ୍କୋଛ ନିଆ ଯାଉ ଥିବା ର ଅଭିଯୋଗ ହେଉଛି l ଏ ସମ୍ପକ ରେ ଅଭିଯୋଗ କଲେ ସୁ ଫଳ ମିଳୁ ନାହଁ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking