32.1 C
Bhubaneswar
Thursday, May 2, 2024
Homeଓଡିଶାଯାଜପୁର ଜିଲ୍ଲା ରେ ପୁଣି କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି

ଯାଜପୁର ଜିଲ୍ଲା ରେ ପୁଣି କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି

ଯାଜପୁର : ଏହି ଜିଲ୍ଲା ରେ କରୋନାର ସଂକ୍ରମିତ ସଂଖ୍ୟା ହ୍ରାସ ପାଇ ଥିଲେ ବେଳ ୧୪ତାରିଖରେ ହଠାତ୍ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି ନୂତନ ଭାବରେ ୩୯୧ କୁ ବୃଦ୍ଧି ପାଉଛି ୧୩ତାରିଖରେ ପୋଜେଟିଭିସଂଖ୍ୟା ୨୦୭ ଥିଲା। ସୁକିନ୍ଦା ରେ ଜିଲ୍ଲା ର ସର୍ବାଧିକ ପୋଜେଟିଭି ସଂଖ୍ୟା ୬୧ ରହିଛି। ଦଶରଥ ପୁର ୫୪, ବ୍ୟାସନଗର ପୌର ପରିଷଦ ରେ ୫୨, ଧର୍ମଶାଳା ରେ ୪୨, ବିଞ୍ଝାରପୁର ରେ ୪୮, ଯାଜପୁର ବ୍ଲକ ରେ,୨୯, ବରୀ ବ୍ଲକ ରେ ୨୫, ରସଲପୁର ରେ ୨୦, କୋରେଇ ରେ ୧୫, ବଡଚଣା ବ୍ଲକ ୨୨, ଯାଜପୁର ମୁନିସିପାଲିଟୀ ୧୧ଅନ୍ୟାନ୍ୟ 2 ସର୍ବ ମୋଟ୍391ପୋଜେଟିଭି ଚିହ୍ନଟ କରା ଯାଉଛି। ଯାଜପୁର ଜିଲ୍ଲା ରେଡ ଜୋନ ରେ ରହୁଛି l ଗ୍ରାମଅଞ୍ଚଳରେ ସାମାଜିକ କାର୍ଯ୍ୟ ଗୁଡ଼ିକ ରେ କୋବିଡି ନୀୟମ କୁ ମାନୁ ନଥିବାରୁ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି l ଥଣ୍ଡା କାଶ ଜରୋ ଦେଖା ଦେଇଛି ଲୋକ ମାନେ ଥଣ୍ଡା ଜାରୋ ଔଷଦ ଖାଉଛନ୍ତି ଜୋର ଭଲ ନ ହେଲେ କୋବିଡି ଟେଷ୍ଟ ପାଇଁ ଯାଉଛନ୍ତି କରୋନ୍। ସର୍ବେ କେବଳ କାଗଜ କଲମରେ ଚାଲିଛି ସ୍ୱ। ସ୍ତ କର୍ମୀ ଆଶା କର୍ମୀ ମାନେ ସର୍ବେ ନ କରି ଘରେ ବସି କାଗଜ ପତ୍ର ପରି ରିପୋର୍ଟ୍। କରୁଛନ୍ତି। ଜିଲ୍ଲା ରେ ସ୍ଥିତି ଠିକ୍ ଅଛି ବୋଲି ଜିଲ୍ଲାପାଲ କହିଛନ୍ତ 15ଦିନ ମଧ୍ୟ ରେ ଯାଜପୁର ଜିଲ୍ଲା କରୋନାଖୁବ୍ ହ୍ରାସ ପାଇବ ଲୋକ ମାନେ କୋବିଡ ନୀୟମ୍ ମାନି ସଂଚେତନ୍ ହେଲେ ଜିଲ୍ଲା କରୋନ। ରୋଗ ହ୍ରାସ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking