36.1 C
Bhubaneswar
Thursday, May 2, 2024
Homeଓଡିଶାକଂଗ୍ରେସର ଲୋକସଭା ପ୍ରାର୍ଥୀ ଘୋଷଣା

କଂଗ୍ରେସର ଲୋକସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ସୋମବାର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତେବେ କିଏ କେଉଁ ଲୋକସଭା ଆସନରୁ ଲଢିବେ ଆସନ୍ତୁ ଜାଣିବା….
୧) ବରଗଡ଼: ସଞ୍ଜୟ ଭୋଇ
୨) ସୁନ୍ଦରଗଡ଼:ଜନାର୍ଦ୍ଧନ ଦେହୁରୀ
୩) ବଲାଙ୍ଗିର: ମନୋଜ ମିଶ୍ର
୪) କଳାହାଣ୍ଡି: ଦ୍ରୌପଦୀ ମାଝୀ
୫) ନବରଙ୍ଗପୁର: ଭୁଜବଳ ମାଝୀ
୬) କନ୍ଧମାଳ: ଅମିର ଚାନ୍ଦ ନାୟକ
୭) ବ୍ରହ୍ମପୁର:ରଶ୍ମିରଞ୍ଜନ ପଟ୍ଟନାୟକ
୮) କୋରାପୁଟ: ସପ୍ତଗିରି ଉଲ୍ଲାକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking