33.1 C
Bhubaneswar
Friday, May 17, 2024
Homeଓଡିଶା୨ ଜିିଲ୍ଲାପାଳ ଓ ୫ ଏସ୍‌ପି ଓ ଜଣେ ଆଇଜିଙ୍କୁ ବଦଳି ନିର୍ଦ୍ଦେଶ

୨ ଜିିଲ୍ଲାପାଳ ଓ ୫ ଏସ୍‌ପି ଓ ଜଣେ ଆଇଜିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ମୋଟ୍ ୨ ଜିଲ୍ଲାପାଳ, ୫ଏସ୍‌ପି ଓ ଜଣେ ଆଇଜିଙ୍କୁ ବଦଳି ନିର୍ଦ୍ଦେଶ । ନିର୍ବାଚନ କାର୍ଯ୍ୟ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରାଜ୍ୟସରକାରଙ୍କ ପାଖକୁ ଆସିଛି ।
୧) କଟକ ଜିଲ୍ଲାପାଳ- ବିନିତ ଭରଦ୍ୱାଜ
୨) ଜଗତସିଂହପୁର ଜିଲ୍ଲାପାଳ- ପାରୁଲ ପଟୱାରୀ
୩) ଅନୁଗଳ ଏସ୍‌ପି- ସୁଧାଂଶୁ ଶେଖର ମିଶ୍ର
୪) ବ୍ରହ୍ମପୁର ଏସ୍‌ପି- ଶ୍ରବଣା ବିବେକ
୫) ଖୋର୍ଦ୍ଧା ଏସ୍‌ପି- ବି.ଯୁଗୋଳ କିଶୋର
୬) ରାଉରକେଲା ଏସ୍‌ପି – ମିତ୍ରଭାନୁ ମହାପାତ୍ର
୭) କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ
୮) ଆଇପିଏସ୍ କନୱର ବିଶାଲ ସିଂହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking