29.1 C
Bhubaneswar
Friday, May 17, 2024
Homeଓଡିଶା୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏହି ୪୯ଟି ବିଧାନସଭା ଆସନରୁ ୨ଟି ଆସନ କଂଗ୍ରେସ ଅନ୍ୟ ଦଳକୁ ଛାଡିଛି । ସେହି ୨ଟି ଆସନ ହେଲା
୧) ବିରମିତ୍ରପୁର – ଜେଏମଏମ
୨) ବୋଣାଇ – ସିପିଆଇ-ଏମ

ତେବେ କିଏ କେଉଁ ଲୋକସଭା ଓ ବିଧାନସଭା ଆସନରୁ ଲଢିବେ ଆସନ୍ତୁ ଜାଣିବା….

ଲୋକସଭା ପ୍ରାର୍ଥୀ
୧) ବରଗଡ଼: ସଞ୍ଜୟ ଭୋଇ
୨) ସୁନ୍ଦରଗଡ଼:ଜନାର୍ଦ୍ଧନ ଦେହୁରୀ
୩) ବଲାଙ୍ଗିର: ମନୋଜ ମିଶ୍ର
୪) କଳାହାଣ୍ଡି: ଦ୍ରୌପଦୀ ମାଝୀ
୫) ନବରଙ୍ଗପୁର: ଭୁଜବଳ ମାଝୀ
୬) କନ୍ଧମାଳ: ଅମିର ଚାନ୍ଦ ନାୟକ
୭) ବ୍ରହ୍ମପୁର:ରଶ୍ମିରଞ୍ଜନ ପଟ୍ଟନାୟକ
୮) କୋରାପୁଟ: ସପ୍ତଗିରି ଉଲ୍ଲାକା

ବିଧାନସଭା ପ୍ରାର୍ଥୀ
୧) ନୂଆପଡ଼ା: ଶରତ ପଟ୍ଟନାୟକ
୨) ପଦ୍ମପୁର: ଟଙ୍କଧର ସାହୁ
୩) ବିଜେପୁର: କିଶୋର ଦଫାଦାର
୪) ବରଗଡ଼: ନିପନ ଦାସ
୫) ଭଟଲୀ: ବ୍ରହ୍ମା ମହାକୁଡ଼
୬) ବ୍ରଜରାଜନଗର: କିଶୋର ପଟେଲ
୭) ତଳସରା: ପ୍ରବୋଧ ତିର୍କୀ
୮) ସୁନ୍ଦରଗଡ଼: ସୁଧାରାଣୀ ରାଉଡ଼ିଆ
୯) ରଘୁନାଥପାଲୀ: ଗୋପାଳ ଦାସ
୧୦) ରାଉରକେଲା: ବିରେନ୍ଦ୍ରନାଥ ପଟ୍ଟନାୟକ
୧୧) ରାଜଗାଙ୍ଗପୁର: ରାଜନ ଏକ୍କା
୧୨) ଲୋଇସିଂହା – ଓମ୍ ପ୍ରକାଶ କୁମ୍ଭାର
୧୩) ପାଟଣାଗଡ଼ – ଅନୀଲ ମେହେର
୧୪)ବଲାଙ୍ଗୀର – ସମରେନ୍ଦ୍ର ମିଶ୍ର
୧୫) କଣ୍ଟାବାଞ୍ଜି – ସନ୍ତୋଷ ସିଂହ ସାଲୁଜା
୧୬)ଉମରକୋଟ- ସନରାଜ ଗଣ୍ଡ
୧୭) ଝରିଗାଁ – ହାରାବତୀ ଗଣ୍ଡ
୧୮) ନବରଙ୍‌ଗପୁର – ଦିଲ୍ଲୀପ ପ୍ରଧାନ
୧୯) ଡାବୁଗାଁ – ଲିପିକା ମାଝୀ
୨୦) ଲାଞ୍ଜିଗଡ଼ – ବଳଭଦ୍ର ମାଝୀ
୨୧) ଗୁନାଗଡ଼ – ତୁଳେଶ୍ୱର ନାଏକ
୨୨) ଧର୍ମଗଡ଼- ରଶ୍ମୀରେଖା ରାଉତ
୨୩) ଭବାନୀପାଟଣା – ସାଗର ଦାସ
୨୪) ନର୍ଲା- ଭକ୍ତ ଚରଣ ଦାସ
୨୫) ବାଲିଗୁଡ଼ା- ସୁରଦ ପ୍ରଧାନ
୨୬)ଜି. ଉଦୟଗିରି – ପ୍ରଫୁଲ୍ଲ ପ୍ରଧାନ
୨୭) ଫୁଲବାଣୀ – ପ୍ରତିଭା କହଁର
୨୮) କଣ୍ଟାବାଳ- ମନୋଜ ଆଚାର୍ଯ୍ୟ
୨୯) ବୌଦ୍ଧ- ନବ ମିଶ୍ର
୩୦)ଭଞ୍ଜନଗର – ପ୍ରଶାନ୍ତ ବିଶୋଇ
୩୧) ପୋଲସରା- ଅଗସ୍ତୀ ବରଦା
୩୨)କବି ସୂର୍ଯ୍ୟନଗର- ଚିରଞ୍ଜିବ ବିଶୋଇ
୩୩) ସୋରଡ଼ା- ହିରିକ୍ରିଷ୍ଠା ରଥ
୩୪) ସାନଖେବୁଣ୍ଡି – ରମେଶ ଜେନା
୩୫) ଚିକିଔି- ରବିନ୍ଦ୍ର ଦ୍ୟାନସାମନ୍ତରାୟ
୩୬) ମୋହନା- ଦାଶରଥି ଗମାଙ୍ଗ
୩୭) ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
୩୮) ଗୁଣୁପୁର – ସତ୍ୟଜିତ ଗମାଙ୍ଗ
୩୯) ବିଷମକଟକ- ନୀଳମାଧବ ହିକକା
୪୦) ରାୟଗଡ଼ା- ଆପଲସ୍ୱାମୀ କାଡ୍ରାକା
୪୧) ଲକ୍ଷ୍ମୀପୁର – ପବିତ୍ର ସାଉଁନ୍ତା
୪୨) କୋଟପାଡ଼- ଅନାମ ଦିଆନ
୪୩) ଜୟପୁର – ତାରା ପ୍ରସାଦ ବାହିନୀପତି
୪୪) କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
୪୫) ପଟାଙ୍ଗୀ – ରାମଚନ୍ଦ୍ର କାଡ଼ାମ
୪୬)ମାଲକାନଗିରି : ମାଲା ମାଢ଼ୀ
୪୭) ଚିତ୍ର କୋଣ୍ଡା – ମଙ୍ଗୁ ଖିଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking