36.1 C
Bhubaneswar
Saturday, May 4, 2024
Homeଓଡିଶାଅଜିତ ମଙ୍ଗରାଜ କଂଗ୍ରେସ ର ପିପିଲି ପ୍ରାର୍ଥୀ 

ଅଜିତ ମଙ୍ଗରାଜ କଂଗ୍ରେସ ର ପିପିଲି ପ୍ରାର୍ଥୀ 

ଭୁବନେଶ୍ୱର :  ପିପିଲି ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଅଜିତ ମଙ୍ଗରାଜଙ୍କୁ   ପ୍ରାର୍ଥୀ କରାଯିବା ନେଇ   ସୂଚନା ଦିଆଯାଇଛି। ପୂର୍ବରୁ ବିଜେପି ପରେ ବିଜେଡି ଦଳୀୟ ପାର୍ଥି ଙ୍କ ନାମ ଘୋଷଣା କରିସାରିଛନ୍ତି l

କଂଗ୍ରେସ ପ୍ରାର୍ଥୀ   ଅଜିତ ହେଉଛନ୍ତି ଦଳର  ପୁୁରୀ ଜିଲ୍ଲା ସଭାପତି  । ୨୦୧୯ ବିଧାନସଭା ନିର୍ବାଚନରେ ସେ  ପିପିଲିରୁ  ପ୍ରାର୍ଥୀ ହୋଇଥିଲେ। ଦଳ ପକ୍ଷରୁ ତିନି ଜଣଙ୍କ ନାମ ଏଆଇସିସି କୁ ପଠାଯାଇଥିଲା l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking