30.1 C
Bhubaneswar
Thursday, May 9, 2024
Homeଓଡିଶାଜୟନାରାୟଣ ମିଶ୍ରଙ୍କୁ ଆଶ୍ୱସ୍ତି

ଜୟନାରାୟଣ ମିଶ୍ରଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସାମୟିକ ଆଶ୍ୱସ୍ତି । ଜୟନରାୟଣଙ୍କୁ ସୁପ୍ରିମକର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି । ଜୟନାରୟଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ସୁପ୍ରିମକୋର୍ଟ । ଟାଉନ ଥାନାରେ ରୁଜୁ ମାମଲାରେ ମିଳିଲା ଅନ୍ତରୀଣ ସୁରକ୍ଷା ।

୬ରେ ଆସିବେ ରାହୁଲ ଗାନ୍ଧି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking