୬ରେ ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଓଡିଶା ଆସିବେ ସାଂସଦ ରାହୁଲ ଗାନ୍ଧି । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ସ୍ୱାଗତ କରାଯିବ କହିଲେ । ୩ଟି ସାଂଗଠନ୍ଖଳ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ । ରାଉଲକେଲା, ସୁନ୍ଦରଗଡ, ଝାରସୁଗୁଡାରେ ୭ ଓ ୮ରେ କାର୍ଯ୍ୟକ୍ରମ ।