39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆସନ୍ତା ୧୬ରେ ଆଇସିଏସ୍‌ଇ, ଆଇଏସ୍‌ସି କମ୍ପାଟ୍‌ମେଣ୍ଟ ପରୀକ୍ଷା, ସେପ୍ଟେମ୍ବର ୨୦ ସୁଦ୍ଧା ରେଜଲ୍ଟ

ଆସନ୍ତା ୧୬ରେ ଆଇସିଏସ୍‌ଇ, ଆଇଏସ୍‌ସି କମ୍ପାଟ୍‌ମେଣ୍ଟ ପରୀକ୍ଷା, ସେପ୍ଟେମ୍ବର ୨୦ ସୁଦ୍ଧା ରେଜଲ୍ଟ

ଭୁବନେଶ୍ୱର: କାଉନ୍‌ସିଲ୍‌ ଫର୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ (ସିଆଇଏସ୍‌ସିଇ) ପକ୍ଷରୁ ଆଇସିଏସ୍‌ଇ (ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ)ର କମ୍ପାଟମେଣ୍ଟ ଏବଂ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୬ ତାରିଖରୁ ସେପ୍ଟେମ୍ବର ୨ ଯାଏ ଆଇସିଏସ୍‌ଇ ଓ ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୭ ଯାଏ ଆଇଏସ୍‌ସି ପରୀକ୍ଷା ଅନୁଷ୍ଠିତ ହେବ । ପରେ ସେପ୍ଟେମ୍ବର ୨୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କାଉନ୍‌ସିଲ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking