39.1 C
Bhubaneswar
Friday, April 26, 2024
Homeଓଡିଶାଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ

ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ କଂଗ୍ରେସ ତରଫରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଝରୀଗାଁ ବ୍ଲକ କଂଗ୍ରେସ ସଭାପତି ତଥା ଜୋନ ସଭାପତି ଶ୍ରୀ ପଦ୍ମନାଭ ପାଣ୍ଡେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରୀମତୀ ଗାନ୍ଧୀଙ୍କ ସ୍ମୃତି ଚରଣ କରି ସଭା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀ ଭଗବାନ ମାଝୀ ଓ ଶ୍ରୀ ପ୍ରଶ୍ନ କୁମାର ମାଝୀ, ଶ୍ରୀ ମହେଶ୍ୱର ଭତରା, ଶ୍ରୀ ଝିନ ବାସ ଚୌଧୁରୀ ଶ୍ରୀ ତମ୍ବୁ ଦାଶ, ଶ୍ରୀ ଗୋକୁଳ ପଟନାୟକ, ଶ୍ରୀ ଅନିଲ ଜୈନ, ଶ୍ରୀ ମହା ଦେବ ମାଝୀ, ଶ୍ରୀ ରଘୁ ବଂଜାର ଶ୍ରୀ ନର କଂସାରୀ ଶ୍ରୀ ମାଧବ ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking