30.1 C
Bhubaneswar
Friday, April 26, 2024
Homeଓଡିଶାବସ୍ ଦୁର୍ଘଟଣା; ୪ଆହତ,ବର୍ତ୍ତିଲେ ୨୭

ବସ୍ ଦୁର୍ଘଟଣା; ୪ଆହତ,ବର୍ତ୍ତିଲେ ୨୭

ଖଲ୍ଲିକୋଟ : ଟ୍ରକକୁ ପିଟିଲା ବସ୍ । ୪ଶ୍ରମିକ ଆହତ, ବର୍ତ୍ତିଲେ ୨୭ଜଣ । ଘଟଣାଟି ଘଟିଛି, ଏନ୍‌ଏଚ୍‌-୧୬ ଡିମିରିଆ ଛକରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ବସ୍ । କାମ କରିବାକୁ ବସ୍ ଭଡ଼ା କରି ୩୧ଜଣ ଶ୍ରମିକ କୋଲକତା ଯାଉଥିଲେ । ୪ ଆହତ ଶ୍ରମିକଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତିକରାଯାଇଛି । ଅଳ୍ପକେ ବର୍ତ୍ତିଥିବା ଅନ୍ୟ ୨୭ଜଶ ଶ୍ରମିକ ଫସିଛନ୍ତି, ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମବାହୀନ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
https://onakhabar.com/2020/05/19/ohrc-seeks-report-from-concerned-iic-sandhyarani-jena-within-4-weeks/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking