31.1 C
Bhubaneswar
Wednesday, September 30, 2026
Homeଓଡିଶାଭଡ଼ାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଡ଼ାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭଡ଼ାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସୋନପୁର ଥାନା ସୁବର୍ଣ୍ଣନଗରରେ ଘଟିଛି ଅଘଟଣ । ମୃତକ ହେଲେ ଯାଜପୁର ପାଣିକୋଇଲି ଅଞ୍ଚଳର ଉମେଶ ନାଏକ । ସେ ଜିଓ ଅପ୍ଟିକାଲ ଫାଇବରରେ କାମ କରୁଥିବା ଜଣାପଡ଼ିଛି ।ସହଯୋଗୀମାନଙ୍କ ସହ ଏକ ଭଡ଼ାଘରେ ରହୁଥିଲେ ଉମେଶ । ଗତ ରାତିରେ ଘର ଭିତରେ ତାଙ୍କ ମୃତଦେହ ମିଳିଥିଲା । ସକାଳୁ ସହଯୋଗୀମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking