31.1 C
Bhubaneswar
Wednesday, September 30, 2026
Homeଦେଶ ବିଦେଶବିଦ୍ୟାଭାରତୀଙ୍କୁ ମିଳିଲାନି ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

ବିଦ୍ୟାଭାରତୀଙ୍କୁ ମିଳିଲାନି ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ: ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ବଡ ଅପଡେଟ ସାମ୍ନାକୁ ଆସିଛି । ପତ୍ନୀ ବିଦ୍ୟା ଭାରତୀଙ୍କୁ ସୁପ୍ରିମକୋର୍ଟରୁ ବି ଆଶ୍ୱସ୍ତି ମିଳିନାହିଁ । ତାଙ୍କର ଏସଏଲପିକୁ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ଆଦେଶକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ । ଅନ୍ତରୀଣ ସୁରକ୍ଷା ହଟାଇଥିବା ହାଇକୋର୍ଟଙ୍କ ଆଦେଶ ବଳବତ୍ତର ରହିଛି ।ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାଖଲ କରିଥିଲେ ବିଦ୍ୟାଭାରତୀ । ହେଲେ ସୁପ୍ରିମକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking