30.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗମମତାଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଶୁଭେନ୍ଦୁ ଅଧିକାରୀ

ମମତାଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନିଜ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି । ଦଳ ବର୍ତମାନ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଆଶାୟୀଙ୍କ ନାମ ଘୋଷଣା କରିଛି । ବିଜେପି, ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମରୁ ଟିକେଟ ଦେଇଛି । କହିରଖୁଛୁ ଯେ, ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ନିର୍ବାଚନ ଲଢିବେ । ତାଙ୍କ ବ୍ୟତୀତ କ୍ରିକେଟର ଅଶୋକ ଡିଣ୍ଡା ୨୯୪ ବିଧାନସଭା ସିଟ ବିଶିଷ୍ଟ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚରୁ ୮ ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ ।
ପ୍ରଥମ ତାଲିକାରେ ବିଜେପି ନିଜ ଦଳ ତରଫରୁ ୫୬ ଆଶାୟୀଙ୍କ ନାମ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ ପାଇଁ ଖେଜରୀ ସିଟରୁ ଶାନ୍ତନୁ ପ୍ରମାଣିକ, ଝାରଗ୍ରାମରୁ ସୁଖମୟ ଶତପଥୀ, ଖଡଗପୁରରୁ ତପନ ଭୂଇଁୟା, ମେଦିନିପୁରରୁ ସମ୍ବିତ ଦାସଙ୍କୁ ଟିକଟ ଦେଇଛି । ଅନ୍ୟପଟେ ବାଘଂଡି ସିଟ ଆଜସୁ ପାଇଁ ଛାଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking