38.1 C
Bhubaneswar
Wednesday, May 1, 2024
Homeଓଡିଶାବିଜେଡିକୁ ହାରିବା ଭୟ ଘାରିଛି : ବିଜେପି

ବିଜେଡିକୁ ହାରିବା ଭୟ ଘାରିଛି : ବିଜେପି

ଭୁବନେଶ୍ବର: ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗଭାଗ ପାଇଁ ଚେଷ୍ଟା କରୁଛି । ଯଦି ଦରଦ ଅଛି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ। କଳାକାରଙ୍କ ଅବସ୍ଥା ଏମିତି ଯେ ବିଜେଡି ଟଙ୍କା ଦେଇ ପ୍ରଚାର କରାଉଛି। ଗତକାଲି ନବୀନ ନିବାସକୁ ଓଡ଼ିଆ କଳାକାରଙ୍କୁ ଡାକିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ଏଭଳି କୁହାଯାଇଛି । କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ବିଜେପି କଟାକ୍ଷ କରିଛି । ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର । ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି । ଆଗରୁ କେବଳ ନବୀନ ରାଜ୍ୟରେ ଷ୍ଟାର ପ୍ରଚାରକ କହୁଥିଲେ ଏବେ କଣ ହେଲା। ଅନ୍ୟ କଳାକାରଙ୍କୁ ୪୫୦୦ ଭତ୍ତା, ମାତ୍ର ଏଠି ୨ ହଜାର ଦିଆଯାଉଥିବା ଉଭୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking