38.1 C
Bhubaneswar
Wednesday, May 1, 2024
Homeଓଡିଶାବିଜେଡି ଛାଡି ବିଜେପିରେ ମିଶିଲେ ଅଜୟ ନାୟକ

ବିଜେଡି ଛାଡି ବିଜେପିରେ ମିଶିଲେ ଅଜୟ ନାୟକ

ଭୁବନେଶ୍ବର : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନେତାଙ୍କ ଇସ୍ତଫା ତାଲିକା ଧୀରେ ବଢିବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଇସ୍ତଫା ଧାରା ଜାରି ରହିଛି । ଏହି କ୍ରମରେ ଆଜି ଜଣେ ବିଜେଡି ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ଦଳର ରାଜ୍ୟ ସମ୍ପାଦକ ଅଜୟ ନାୟକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ବ୍ୟୋମକେୟ ରାୟଙ୍କ ମାମୁଁ ଅଜୟ ନାୟକ ଆଜି ବିଜେଡିକୁ ବାଏ ବାଏ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଯେ ବିଜେଡି ଛାଡ଼ି ଅଜୟ ନାୟକ ବିଜେପି ଶିବିରରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ନାୟକ ବିଧ୍ଵବଦ୍ଧଭାବେ ପଦ୍ମ ଧରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking