38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନେପାଳ ଏୟାର୍‌ଲାଇନ୍ସ ବିମାନ ସହିତ ପକ୍ଷୀ ଧକ୍କା

ନେପାଳ ଏୟାର୍‌ଲାଇନ୍ସ ବିମାନ ସହିତ ପକ୍ଷୀ ଧକ୍କା

ବେଙ୍ଗାଲୁର: ବେଙ୍ଗାଲୁରୁ ଆସୁଥିବା ନେପାଳ ଏୟାରଲାଇନ୍ସର ଏକ ବିମାନରେ ଶନିବାର ଏକ ପକ୍ଷୀ ଧକ୍କା ଲାଗିବା ଫଳରେ ବିମାନଟି କାଠମାଣ୍ଡୁ ଫେରାଇ ନିଆଯାଇଛି । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିବା ପରେ ଟେକ୍ନିସିଆନ୍‌ମାନେ ତାର ଯାଞ୍ଚ୍ କରୁଛନ୍ତି । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବିମାନ ନଂ. ଆର୍‌ଏ-୨୪୪ ସହିତ ଶନିବାର ଅପରାହ୍ଣ ଗୋଟାଏ ୪୫ ମିନିଟ୍ ବେଳେ ପକ୍ଷୀ ଧକ୍କା ଲାଗିଥିଲା । ଏହି ସମୟରେ ଜୋର୍‌ରେ ଶବ୍ଦ ହୋଇଥିବା ବିମାନର ଯାତ୍ରୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking