30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦିଲ୍ଲୀ ଅବକାରୀ ଘୋଟାଲା: ସିସୋଦିଆଙ୍କୁ କୋର୍ଟ ସମନ

ଦିଲ୍ଲୀ ଅବକାରୀ ଘୋଟାଲା: ସିସୋଦିଆଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ ଶନିବାର ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛନ୍ତି । ସିବିଆଇର ଅତିରିକ୍ତ ଚାର୍ଜସିଟ୍ ଆଧାରରେ କୋର୍ଟ ସିସୋଦିଆଙ୍କ ବ୍ୟତୀତ ଅର୍ଜୁନ ପାଣ୍ଡେ, ବଚ୍ଚି ଲାଲ୍ ଓ ଅମନ୍‌ଦୀପ୍ ଢଲ୍‌ଙ୍କୁ ମଧ୍ୟ ସମନ ଜାରି କରିଛନ୍ତି । ଜୁନ୍ ୨ ତାରିଖରେ ହାଜର ପାଇଁ ଏହି ସମନ ଜାରି କରାଯାଇଛି । ସିସୋଦିଆ ଏବଂ ଢଲ୍ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking