30.1 C
Bhubaneswar
Thursday, May 2, 2024
Homeବଲିଉଡସତ ମାନିଲେ ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବ

ସତ ମାନିଲେ ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବ

ମୁମ୍ବାଇ : ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ପୂର୍ବରୁ ଏଭଳି ଆରୋପକୁ ଅସ୍ବୀକାର କରୁଥିବା ଏଲଭିସ୍ ଗିରଫ ପରେ ସମସ୍ତ ଆରୋପକୁ ଗ୍ରହଣ କରି ସାରିଛନ୍ତି। ଏବେ ସେ ୧୪ଦିନିଆ ନ୍ୟାୟିକ ହେପାଜତରେ ଥିବା ବେଳେ ସାପ ଏବଂ ସାପର ବିଷ କାରବାର କାହିଁକି କରିଥିଲେ ତାହା ଜଣାଇଛନ୍ତି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଏଲଭିସ୍ ଟଙ୍କା ଆୟ କରିବା ସହ ନିଜର ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବା ପାଇଁ ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଉଥିଲେ। ସେ କାହାକୁ ଡରନ୍ତି ନାହିଁ ଏବଂ ସେ ସମସ୍ତଙ୍କ ଉପରେ ରାଜ୍ କରନ୍ତି, ଏହି ଧାରଣା ନିଜ ପ୍ରଶଂସକ ମନରେ ଆଣିବା ପାଇଁ ଏଲଭିସ୍ ଏଭଳି କରୁଥିବା ସାମ୍ନାକୁ ଆସିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking