33.1 C
Bhubaneswar
Saturday, April 27, 2024
Homeଓଡିଶାଏଏସଆଇ ଅଧିକ୍ଷକଙ୍କ ବଡ ଖୁଲାସା

ଏଏସଆଇ ଅଧିକ୍ଷକଙ୍କ ବଡ ଖୁଲାସା

ପୁରୀ: ପୁରୀ ପ୍ରସଙ୍ଗରେ ବଡ ଖୁଲାସା କଲେ ଏଏସଆଇ ଅଧିକ୍ଷକ । ଏଏସଆଇ ଅଧିକ୍ଷକ ଅରୁଣ ମଲ୍ଲିକ ଙ୍କ ଗୁରୁତ୍ୱପୁର୍ଣ୍ଣ ସୂଚନା । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ପୂରାତନ କୀର୍ତ୍ତିରାଜି ଭରି ରହିଥିବା କହିଲେ । ଏ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଜଣାଇଥିବା ବି କହିଲେ । ପୁରୀ ଗୋଟିଏ ପୁରାତନ ସଂସ୍କୃତି ଅତିହ୍ୟ ସଂପନ୍ନ ଅଂଚଳ । ଯେବେବି ଆମେ ଏଠି ଖନନକରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ । ଯେବେବି ଆମେ କୈାଣସି ଠାରେ ଖନନକରିବା କିଛି ନା କିଛି ମିଳିବ । ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ବାର କହିଛି । ଖନନ ଯୋଗୁଁ ପୁରାତନ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking