29.9 C
Bhubaneswar
Tuesday, July 14, 2026
Homeଓଡିଶାବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼: ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ ଯାଇ ନଛିପୁର ଦେଇ ଅଫିସକୁ ଫେରୁଥିବା ବେଳେ ଟେକାମାଡ଼ ହୋଇଥିବା ଜଣାପଡ଼ିଛି। ଦୁଇ ଜଣ ଯୁବକ ଟେକାମାଡ଼ କରିଥିଲେ। ଟେକାଟି ଗାଡିର ଷ୍ଟିଅରିଂରେ ବାଜି ରହି ଯାଇଥିଲା। ବିଡିଓ ଓ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଡିଓ ବି ଏହାକୁ ସ୍ବୀକାର କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଥବାବେଳେ ପୋଲିସ ଘଟଣାର ତଦନ ପାଇଁ ଘଟଣାସ୍ଥଳକୁ ଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking