33.1 C
Bhubaneswar
Friday, April 26, 2024
Homeଓଡିଶାବିପଦ ସଂକେତ ଟପିଲା ବୈତରଣୀ

ବିପଦ ସଂକେତ ଟପିଲା ବୈତରଣୀ

ଭୁବନେଶ୍ୱର: ବିପଦ ସଂକେତ ଉପରେ ବୈତରଣୀ ନଦୀ ଜଳସ୍ତର ପ୍ରବାହିତ ହେଉଛି । ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି । ବିପଦ ସଂକେତ ୧୭.୮୩ ଥିବା ବେଳେ ଏବେ ଜଳସ୍ତର ରହିଛି ୧୭.୯୪ । ବନ୍ୟା ଆସିଲେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈତରଣୀରେ ବନ୍ୟା ଆସିଲେ ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲା ପ୍ରଭାବିତ ହେବ । ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ତଳି ଅଞ୍ଚଳରେ ପାଣି ପଶିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking