42.1 C
Bhubaneswar
Saturday, April 27, 2024
Homeଓଡିଶାଆକ୍ରମଣ କରି ଲୁଟିନେଲେ ୩ ଲକ୍ଷ

ଆକ୍ରମଣ କରି ଲୁଟିନେଲେ ୩ ଲକ୍ଷ

କାମାକ୍ଷାନଗର : ହାଣି ଲୁଟି ନେଲେ ୩ ଲକ୍ଷ । ବ୍ୟବସାୟୀ ଙ୍କୁ ଆକ୍ରମଣ କରି ୩ ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ । ତୁମୁସିଙ୍ଗା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଘୋଡାଡିଆଁ ଛକରେ ବ୍ୟବସାୟୀ ଙ୍କୁ ଆକ୍ରମଣ । ଗୋଟିଏ ବାଇକ ରେ ଆସି ୩ ଦୁବୁର୍ତ୍ତ ଭଉଜାଲିରେ ହାଣି ଲୁଟିନେଲେ ଟଙ୍କା । ଡ୍ରାଇଭର ସହ ପିକଅପ ଭ୍ୟାନ ରେ ମାଲ୍ ପାଇଁ କଟକ ଯାଉଥିଲେ ବ୍ୟବସାୟୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking